ଓଡ଼ିଶାରେ ୧୦ ରୁ ୧୫ ଦିନ ମଧ୍ୟରେ ସରିବ ବଳକା କୋଭିଡ ମୃତ୍ୟୁ ସଂଖ୍ୟାର ଅଡିଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କୋଭିଡ ସଂକ୍ରମଣ ନେଇ ଓଡିଶା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ୧୦ ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡିଟ ସରିବ। ଏବେ କରୋନା ମୃତ୍ୟୁର ଅଡିଟ ପରେ ତଥ୍ୟ କରାଯାଉଛି। ସବୁ ଦିଗକୁ ଅନୁଧ୍ୟାନ କରି ଅଡିଟ ରିପୋର୍ଟ ଦେଉଛୁ ବୋଲି ମହାନ୍ତି ସୂଚନା ଦେଇଛନ୍ତି। ସେ କହିବା ଅନୁଯାୟୀ, ରାଜ୍ୟରେ ଆଉ କିଛିଦିନ କଟକଣା ରହିବା ଉଚିତ।

powered by social2s