ଓଡ଼ିଶାରେ ଖୋଲିବ ମେଡିକାଲ ଓ ଫର୍ମାସୀ କଲେଜ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ସମସ୍ତ ମେଡିକାଲ ଓ ଫର୍ମାସୀ କଲେଜ। ଥିଓରୀ କ୍ଳାସ ପୂର୍ବ ଭଳି ଅନଲାଇନ ରେ ଜାରି ରହିବ ଓ ୫୦ ପ୍ରତିସତ ଛାତ୍ରଛାତ୍ରୀଙ୍କୁ ନେଇ ହେବ ପ୍ରାକ୍ଟିକାଲ ଓ ଥିଓରୀ କ୍ଳାସ। କଲେଜକୁ ଆସିବା ଲାଗି ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ କରାଯାଇଛି। ଟୀକା ନେଇଥିବା ଓ ନେଇ ନଥିବା ଛାତ୍ରଛାତ୍ରୀଙ୍କୁ ଅଲଗା ଗ୍ରୁପରେ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

powered by social2s