ଜୁଲାଇ ୩୧ ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ +୨ ବିଜ୍ଞାନ ଓ ବାଣିଜ୍ୟ ର ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଏହା ପରେ ଅତିଶୀଘ୍ର ପ୍ରକାଶ ପାଇବ ବୋଲି କୁହାଯାଇଛି। କୋଭିଡ ୧୯ ର ସଂକ୍ରମଣ ଯୋଗୁଁ ଚଳିତ ଶିକ୍ଷାବର୍ଷର ପରୀକ୍ଷା ହୋଇ ନଥିବାରୁ ଗତ ପରୀକ୍ଷାର ଫଳ ଆଧାରରେ ଏଥରର ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

powered by social2s