କଟକରେ ହେବ ଗଣେଷ ପୂଜା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଏବର୍ଷ କୋଭିଡ ସତ୍ତ୍ୱେ, କଟକରେ ହେବ ଗଣେଶ ପୂଜା। କେବଳ ପରମ୍ପରା ରକ୍ଷା କରାଯିବ। ଭିଡ଼କୁ ପ୍ରଶୟ ଦିଆଯିବ ନାହିଁ। ଦିନେ ଦୁଇଦିନ ଭିତରେ କଟକ ଜିଲ୍ଲାରେ ଖୋଲିପାରେ ଧର୍ମାନୁଷ୍ଠାନ । ଏନେଇ ବିଚାରବିମର୍ସ ଚାଲିଥିବା କହିଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି ।

powered by social2s