ଓଡ଼ିଶାରେ ରେକର୍ଡ ପରିମାଣର GST ଆଦାୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ରେକର୍ଡ ପରିମାଣର GST ଆଦାୟ ହୋଇଛି। ଜୁଲାଇ ମାସରେ ୩୬୧୫ କୋଟି GST ଆଦାୟ ହୋଇଥିବା ଜଣାପଡ଼ିଛି। ୨୦୨୦ ଜୁଲାଇ ୨୧ ସୁଦ୍ଧା GST ଆଦାୟ ଥିଲା ୨୩୪୮ କୋଟି। ଏହା ଗତବର୍ଷ ତୁଳନାରେ ୫୪ ପ୍ରତିଶତ ଅଧିକ।

powered by social2s