କାଲିଠୁ ଶ୍ରୀମନ୍ଦିରକୁ ଛାଡ଼ି ପୁରୀ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରକୁ ଛାଡ଼ି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଜିଲ୍ଲାପାଳ କହିଛନ୍ତି ଯେ ସକାଳ ୬ଟା ରୁ ସନ୍ଧ୍ୟା ୮ ଟା ଯାଏଁ ଧର୍ମାନୁଷ୍ଠାନ ଖୋଲିବାକୁ ମିଳିଛି ଅନୁମତି। ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ। ମନ୍ଦିର ଭିତରକୁ ପ୍ରସାଦ, ଭୋଗ ନେବା ମନା।

powered by social2s