ଭକ୍ତଙ୍କ ପାଇଁ ଖୋଲିଲା ମା ସମଲେଶ୍ବରୀ ମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଆଜି ଭକ୍ତଙ୍କ ପାଇଁ ଖୋଲିଲା ସମ୍ବଲପୁର ଜିଲ୍ଲାର ମା ସମଲେଶ୍ବରୀ ମନ୍ଦିର। କୋଭିଡ କଟକଣାରେ ଦର୍ଶନ କରିବେ ଶ୍ରଦ୍ଧାଳୁ। ମନ୍ଦିର ଭିତରକୁ ଭୋଗ, ଫୁଲ ଓ ଦୀପ ନେବା ମନା

powered by social2s