କାଲିଠୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କାଲିଠାରୁ କଟକ ଜିଲ୍ଳାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି। ଧର୍ମାନୁଷ୍ଠାନ ଖୋଲିବା ସହ କୋଭିଡ ନୋୟମ ମାନିବା ବାଧ୍ୟତାମୂଳକ । ତେବେ ସହରରେ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ନିଷ୍ପତି ନେବ କଟକ ମୁନିସିପାଲ କର୍ପୋରେସନ।

powered by social2s