CBSE ଦଶମ ପରୀକ୍ଷା ଫଳ ପ୍ରକାଶିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ। ଛାତ୍ରଛାତ୍ରୀ ମାନେ cbseresults.nic.in ଏବଂ cbse.gov.in ୱେବସାଇଟରେ ରେଜଲ୍ଟ ଦେଖି ପାରିବେ। ଚଳିତ ବର୍ଷ କୋଭିଡ ର ଦ୍ୱିତୀୟ ଲହର ଯୋଗୁ ହୋଇନଥିଲା ପରୀକ୍ଷା। CBSE ର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ ପାଇଛି। ଦଶମ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ ୧୮ ଲକ୍ଷ୍ୟ ଛାତ୍ରଛାତ୍ରୀ। ଜୁଲାଇ ୩୦ ତାରିଖରେ CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା

powered by social2s