କୋରାପୁଟ: ଆସନ୍ତାକାଲି ଖୋଲିବ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। କୋଭିଡ ନିୟମ ମାନି ଶ୍ରଦ୍ଧାଳୁ କରିବେ ଦର୍ଶନ। ଶ୍ରାବଣ ମାସ ପାଇଁ ବନ୍ଦ ରହିବ ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵର। କୌଣସି ଧାର୍ମିକ ଅନୁଷ୍ଠାନରେ ଭୋଗ ଚଢା ଯାଇପାରିବ ନାହିଁ।
powered by social2s