ପୁରୀ: ଅଗଷ୍ଟ ୧୬ ତାରିଖ ପରେ ଖୋଲିପାରେ ପୁରୀ ଶ୍ରୀମନ୍ଦିର। କାଲି ଶ୍ରୀମନ୍ଦିର ଖୋଲିବା ନେଇ ବସିବ ମନ୍ଦିର ପ୍ରଶାସନର ବୈଠକ। ପୁରିବାସୀଙ୍କୁ ପ୍ରଥମେ ଦର୍ଶନ ସୁବିଧା ନେଇ ପ୍ରସ୍ତାବ ଦେଇଛନ୍ତି ସେବାୟତ। ପୂର୍ଣ୍ଣାଙ୍ଗ ଟୀକାକରଣ କିମ୍ବା ୯୬ ଘଣ୍ଟାର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ।
powered by social2s

