ଖୋଲିଲା ମା କାଳିଜାଇ ମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଖୋଲିଲା ଚିଲିକା ମା କାଳିଜାଇ ମନ୍ଦିର। କୋଭିଡ ଯୋଗୁ ଦୁଇ ବର୍ଷ ବନ୍ଦ ରହିବା ପରେ ଆଜି କଟକଣା ମଧ୍ୟରେ ଖୋଲିଛି ମନ୍ଦିର । ବିନା ମାସ୍କ ରେ ମନ୍ଦିର ଭିତରକୁ ପ୍ରବେଶ ମନା।

powered by social2s