ସମ୍ବଲପୁରୀ, ଦେଶିଆ ଭାଷାରେ କରୋନା ସଚେତନତା ଗୀତ ଲୋକାର୍ପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମିଳନୀ କକ୍ଷରେ ଦେଶିଆ ଓ ସମ୍ବଲପୁରୀ ଭାଷାରେ 4 ଟି କରୋନା ସଚେତନତା ଗୀତ ର ଲୋକାର୍ପଣ ହୋଇଛି । ଗୀତ ଗୁଡିକ କରୋନାର ଠିକ ବ୍ୟବହାର, ଟୀକାକରଣ ଉପରେ ଆଧାରିତ ହୋଇଛି। ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ , ନିର୍ଦେଶକ ରଞ୍ଜନ କୁମାର ଦାସ, ଉପସଚିବ ସଞ୍ଜୟ ମିଶ୍ର, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ଅର୍ଥ ପରାମର୍ଶ ଦାତା ଶ୍ରୀ ମାଝୀ ଉପସ୍ଥିତ ଥିଲେ। ଏହି ଅବସର ରେ ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ୟୁନିସେଫ ର ମିଳିତ ଉଦ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ର ଏକ ବିବରଣୀ " କୋଭିଡ ଆୱାରନେସ ଫେଜ - 3 " ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଶାସନ ସଚିବ କହିଛନ୍ତି । ଆଗକୁ ପୁଣି ଅଗଷ୍ଟ ମାସରୁ ରାଜ୍ୟ ବ୍ୟାପି ପ୍ରତ୍ୟେକ ବ୍ଲକ ରେ ଷ୍ଟେଜ ଅନ ହୁଇଲ କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ ପ୍ଲସ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

 

powered by social2s