ଖୁବଶୀଘ୍ର ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ଉଡ଼ିବ ବିମାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଖୁବଶୀଘ୍ର ରଙ୍ଗେଇଲୁଣ୍ଡା ଓ ଜୟପୁରରୁ ବିମାନ ଉଡ଼ିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। 

 

ଉଡ଼ାନ୍ ଯୋଜନାରେ ଏହି ଦୁଇଟି ସ୍ଥାନରୁ ଉଡ଼ିବ ବିମାନ। 

 

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ଦୁଇଟି ଏଆରଷ୍ଟ୍ରିପ ମଧ୍ୟ ସମ୍ପୂର୍ଣ୍ଣ ପ୍ରସୃତ ଅଛି।

 

powered by social2s