ଭୁବନେଶ୍ୱର: ଗତ ଥର ଭଳି ଏଥର ମଧ୍ୟ ଓଡ଼ିଶା ସରକାର ପୂଜା କରିବା ନିମନ୍ତେ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ଏହାକୁ ସ୍ବାଗତ କରୁଛୁ। ଗତ ଥର କରୋନାର ଭୟାବହତା ଠାରୁ ଚଳିତ ବର୍ଷ ବହୁ ଅଧକା ଅଛି। ଆମେ ସମସ୍ତେ ଆମ ମାନଙ୍କର ବହୁ ସଂପର୍କୀୟ ମାନଙ୍କୁ ହରାଇଛେ। ସରକାରଙ୍କ ସମସ୍ତ କଟକଣା ମାନି ଆମେ ଚଳିତ ବର୍ଷ ପୂଜା କରିବୁ, ଭକ୍ତ ମାନଙ୍କ ପାଇଁ ଆମେ ଆମ ଶହୀଦନଗର ଦୁର୍ଗା ପୂଜା ପେଜ ରେ ମା ଦୁର୍ଗା ଙ୍କ ପୂଜା ଲାଇଭ ଛାଡ଼ିବୁ, ଆମର ବିନମ୍ର ଅନୁରୋଧ ସମସ୍ତେ ମିଳିମିଶି ଏହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି କରିଛନ୍ତି ନାରାୟଣ ମହାପାତ୍ର, ସମ୍ପାଦକ ଶହୀଦନଗର ଦୁର୍ଗା ପୂଜା ସମିତି ।
powered by social2s

