ଭୁବନେଶ୍ୱର: TG ସୁରକ୍ଷା ଟ୍ରଷ୍ଟ ତରଫରୁ ଆଜି ୭୫ତମ ସ୍ୱଧିନତା ଦିବସ ପାଳିତ ହୋଇଛି। ଏହି ପବିତ୍ର ମେଳାରେ ଭୁବନେଶ୍ୱରର ଗଣପତି ବସ୍ତି ଛୋଟ ପିଲା ସ୍କୁଲ ବନ୍ଦ ଥିବା ହେତୁ ସେମାଙ୍କୁ ନେଇ ସ୍ୱଧିନତା ଦିବସ ପାଳନ କରାଯାଇଛି।
ଏହି ଦିବସରେ କମ୍ୟୁନିଟି ମେମ୍ବର ମାନେସୋଲଲି କିନ୍ନର, ରୀନା କିନ୍ନର, ପମି, ସୁମି, ପିଙ୍କି, ମମତା, କାଜଲ, ବେବି, କଣ୍ଡେଇ କିନ୍ନର ସହ ବରିଷ୍ଟ ନାଗରିକ, ମହିଳା ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସାହି ଓ ସହର ସୁନ୍ଦର ପରିବେଶ ଗଢିବା ପାଇଁ ଶପଥ ନେଇଥିଲେ।
powered by social2s

