ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ସବସତ୍କାର ଉପରେ ଲାଗିଥିବା କଟଣାକା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ପୁରୀ: ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ସବସତ୍କାର କରାଯାଇପାରିବ। ବାହାର ଜିଲ୍ଲାର ସବସତ୍କାର ପାଇଁ ଅନୁମତି ଦେଇଛି ପୁରୀ ଜିଲ୍ଲା ପ୍ରଶାସନ। ମୃତକଙ୍କ କୋଭିଡ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି । ମାତ୍ର ୧୦ ଜଣ ବ୍ୟକ୍ତି ସବସତ୍କାର ବେଳେ ଉପସ୍ଥିତ ରହିପାରିବେ। ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଏପ୍ରିଲ ୨୬ ତାରିଖରୁ ଅନ୍ୟ ଜିଲ୍ଲାର ସବସତ୍କାର ଉପରେ ଲାଗିଥିଲା କଟକଣା।

powered by social2s