ଭୁବନେଶ୍ୱର: ଓଡ଼ିଶାରେ AD ସିରିଂଜ୍ ର ଘୋର ଅଭାବ ଦେଖା ଦେଇଛି। ସିରିଂଜ୍ ନଥିବାରୁ ରାଜ୍ୟର ୧୨ ଟି ଜିଲ୍ଲାରେ ବନ୍ଦ ରହିଛି ଟୀକାକରଣ। ତୁରନ୍ତ ୫୦ ଲକ୍ଷ AD ସିରିଂଜ୍ ଯୋଗାଇଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ହେଲେ ସାଧାରଣ ସିରିଂଜ୍ ରେ ଟୀକା ଦେବାକୁ କହିଲା କେନ୍ଦ୍ର।
powered by social2s

