ଭୁବନେଶ୍ୱରରେ ଆରମ୍ଭ ହେଲା ସହର ସୌନ୍ଦର୍ଯ୍ୟକରଣ କାର୍ୟ୍ଯ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଂଟିନରୁ ରାମ ମନ୍ଦିର ଯାଏଁ ହେବ ସୌନ୍ଦର୍ଯ୍ୟକାରଣ। ସେଥିପାଇଁ ଆଜି ମାଷ୍ଟର କ୍ୟାଂଟିନ ଘୋଡ଼ା ନିକଟରେ ଥିବା ୬ ଟି ପାର୍ଶ୍ଵ ଯୋଦ୍ଧା ମୁର୍ତ୍ତିକୁ ଆଜି ନବୀକରଣ ପାଇଁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି।

ପଦ୍ମଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଅଢେ଼ଇ ମାସରେ ସରିବ କାମ। ଯୋଦ୍ଧା ଘୋଡ଼ା ନିକଟରେ ଥିବା ଅନ୍ୟ ମୂର୍ତ୍ତି ଗୁଡ଼ିକୁ ସ୍ଥାନାନ୍ତର କରାଯିବ।

powered by social2s