ଟ୍ରେନ ଧକ୍କାରେ ତିନି ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହଳଦିଆପଦର ଗାଁ ଲେବୁଲ କ୍ରସିଂ ନିକଟରେ ଏକ ଟ୍ରେନ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଘଟଣାସ୍ଥଳରୁ ପାଞ୍ଚ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବିଶାଖା ଟାଟା ନଗର ଟ୍ରେନ ଧକ୍କା ଦେଇଥିବା ସୁଚନା ମିଳିଛି। ମୃତକ ଶ୍ରମିକ ଶ୍ରେଣୀର ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି।

powered by social2s