ଆଜି ଜନ୍ମାଷ୍ଟମୀ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି। କୋଭିଡ ସମୟରେ ଭିଡ଼ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ନେଇଛନ୍ତି ଏଭଳି ନିଷ୍ପତ୍ତି। ଆସନ୍ତାକାଲି ସକାଳ ୭ଟାରୁ ସ୍ୱାଭାବିକ ଦର୍ଶନ କରିବେ ଭକ୍ତ। ଗଣେଷ ପୂଜା ଦିନ ବି ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଆଯାଇଛି ନିଷ୍ପତ୍ତି।

powered by social2s