ଚୌଦ୍ୱାର: କଟକ ଜିଲ୍ଲା ଚୌଦ୍ୱାର ବିରୂପା ଵ୍ୟାରେଜରୁ ଏକ ବିରାଟ ଅଜଗର ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଏହି ୧୫ ଫୁଟ ଲମ୍ବ ସାପ କୁ ଉଦ୍ଧାର କରିଛି ସ୍ନେକ୍ ରେଶକ୍ୟୁ ଟିମ୍।
ଡମଣେଇ ଜଙ୍ଗଲରେ ଅଜଗରଟିକୁ ଛଡ଼ାଯିବ ବୋଲି କହିଛନ୍ତି ଚୌଦ୍ୱାର ବନପାଳ।
ସେପଟେ ପାଇକା ନଦୀରେ ଜାଲରେ ପଡ଼ିଲା ଏକ ତିନି ଫୁଟ ଲମ୍ବର କୁମ୍ଭୀର।
powered by social2s

