ଭୁବନେଶ୍ୱରରେ କାଲିଠୁ ଆରମ୍ଭ ହେବ ସେରୋ ସର୍ଭେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ କାଲିଠାରୁ ଆରମ୍ଭ ହେବ ୨ଦିନିଆ ସେରୋ ସର୍ବେ। ବିଭିନ୍ନ ବୟସ ବର୍ଗର ୨୦୦ ଲୋଙ୍କଙ୍କ ନମୁନା ସଂଗ୍ରହ କରିବ ICMR, ବିଭିନ୍ନ ବର୍ଗର antibody ତୁଳନା କରିବା ପାଇଁ ଏହି ସର୍ଭେ କରାଯିବ। ଖୋର୍ଦ୍ଧା ସମେତ ୧୨ ଟି ଜିଲ୍ଲାରୁ ୭୮୮୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ୧୨ ଟି ଜିଲ୍ଲାରୁ ୬୬୮୦ ସାଧାରଣ ଲୋକଙ୍କ ନମୁନା ସଂଗ୍ରହ କରାଯିବ। ପ୍ରତି ଜିଲ୍ଲାରୁ ୧୦୦ ଜଣ ଲେଖାଏଁ ଶାସ୍ତ୍ରୀୟ କର୍ମୀଙ୍କ ନମୁନା ବି ସଂଗ୍ରହ ହେବ। ସେପ୍ଟେମ୍ବର ୧୫ ଯାଏଁ RMRC ପକ୍ଷରୁ ଚାଲିବ ସେରୋ ସର୍ଭେ।

powered by social2s