ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ତରଫରୁ ଚତୁର୍ଥ ଥର ଅନ୍ନଦାନ ବଣ୍ଟନ କାର୍ଯ୍ୟକ୍ରମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭଦ୍ରକ: ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ତରଫରୁ ପ୍ରତେକ ରବିବାର ଦିନ ଅନ୍ନଦାନ ବଣ୍ଟନ କରାଯାଉ ଅଛି । ଗତକାଲି ଚତୁର୍ଥ ଥର ଅନ୍ନଦାନ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇ ଅଛି । ଭଦ୍ରକ ଜିଲ୍ଲା ରକ୍ତ ସଂଗଠନର କାର୍ଯ୍ୟକ୍ରମରେ ରେଲୁଏ ଟେଷ୍ଟନ ଓ ଭଦ୍ରକ ଶନି ମନ୍ଦିର ଠାରେ ଖାଦ୍ୟ ବଣ୍ଟନ କରାଯାଇଥିଲା । ସଂଗଠନର ସଦସ୍ୟ ରାଜେଶ କୁମାର, ଦାସ, ମିଥୁନ ଯେନା, ତପନ ଜେନା,ସୁବ୍ରତ ନାୟକ ଓ ରୁଦ୍ରପ୍ରସାଦ ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଶେଷ କରିଥିଲେ।

 

powered by social2s