ଆଜିଠୁ ଭୁବନେଶ୍ୱରରେ ସେରୋ ସର୍ଭେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଓ କାଲି ଦୁଇ ଦିନ ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ICMR ର ଅନୁରୋଧ କ୍ରମେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ପକ୍ଷରୁ ୫ ଟି ୱାର୍ଡରେ ହେବ ସେରୋ ସର୍ଭେ। ସର୍ଭେ ପାଇଁ ୫ ଟି ଟିମ୍ ଗଠନ କରାଯାଇଛି। ଶିଶୁଙ୍କ ସମେତ ସବୁ ବର୍ଗର ଲୋକଙ୍କର ହେବ ନମୁନା ସଂଗ୍ରହ। ପ୍ରତି ୱାର୍ଡରେ ୨୦୦ ଜଣଙ୍କ ନମୁନା ସଂଗ୍ରହ କରିବାକୁ ଲକ୍ଷ ରଖାଯାଇଛି।

powered by social2s