ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଅଧିବେଶନ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ୧୪୪ ଧାରା ଜାରି କଲା କମିଶନରେଟ ପୋଲିସ। ପିଏମଜିରେ ବିକ୍ଷୋଭ କିମ୍ବା ଧାରାଣ ପାଇଁ ଅନୁମତି ମିଳିବନି ବୋଲି କହିଲେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ପାସ୍ କିମ୍ବା ରିଚୟପତ୍ର ଦେଖାଇବା ପରେ ସେହି ରାସ୍ତାରେ ଯିବାକୁ ଦିଆଯିବ ଅନୁମତି। ଆସନ୍ତାକାଲି ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ।
powered by social2s


