ଭୁବନେଶ୍ୱର ବିଜେବି କଲେଜରେ ଗଣ୍ଡଗୋଳ; ୧୫ ରୁ ଅଧିକ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜର ଆମ୍ବେଦକର ହଷ୍ଟେଲ ଓ ଖାରବେଳ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୧୫ରୁ ଉର୍ଧ୍ଵ ଆହତ ହୋଇଥିବା ସୂଚନା ମିଳିଛି। କଲେଜ ପରିସରରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

powered by social2s