ଓୟୁଏଟି ଭିସି ଅଫିସ ତାଲା ପକାଇଲେ ଭେଟେନାରୀ ସାଇନ୍ସ ଛାତ୍ରଛାତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓୟୁଏଟି ଭିସିଙ୍କ ଅଫିସରେ ତାଲା ପକାଇଛନ୍ତି ଭେରେନାରୀ ସାଇନ୍ସ ଛାତ୍ରଛାତ୍ରୀ। ଅଫିସରେ ତାଲା ପକାଇ ଅନଲାଇନ ପରୀକ୍ଷା ଦାବିରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। କୋର୍ସ ସେସନ ବିଳମ୍ବ ନ କରିବାକୁ ମଧ୍ୟ ସେମାନେ ଦାବି କରୁଛନ୍ତି।

powered by social2s