ବୌଦ୍ଧରେ ୬ ଘଣ୍ଟିଆ ବନ୍ଦ ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ। ସକାଳ ୬ଟା ରୁ ଦିନ ୧୨ ଯାଏଁ ବନ୍ଦ ରହିବ ଗାଡ଼ି ଚଳାଚଳ ଓ ଦୋକାନ ବଜାର। ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଅପସାରଣ କରିବାକୁ ଦାବି କରୁଛି ଦଳ।

powered by social2s