ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଭିତରକୁ ପଶିଗଲେ ଭକ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ପୁରୀ ଶ୍ରୀମନ୍ଦିରର ଗର୍ଭଗୃହ ଭିତରକୁ ଜଣେ ଭକ୍ତ ପଶି ଯାଇଥିବା ସୂଚନା ମିଳିଛି। ଗର୍ଭଗୃହ ଭିତରେ ପଶି ରତ୍ନ ସିଂହାସନ ସ୍ପର୍ଶ କରି ଦର୍ଶନ କରିଥିବା ଜଣାପଡ଼ିଛି। ଭକ୍ତ ଜଣଙ୍କୁ ଶ୍ରୀମନ୍ଦିର ଗରଡ଼ରେ ଅଟକ ରଖି ପଚରାଉଚରା କରାଯାଇଛି। ଧୁକୁଡ଼ି ଦ୍ୱାରା ଦେଇ ସେ ପ୍ରବେଶ କରିଥିଲେ। ତେବେ ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ରେ କୌଣସି ବାଧା ସୃଷ୍ଟି ହୋଇନଥବା ଜଣାପଡ଼ିଛି।

powered by social2s