ଭୁବନେଶ୍ୱର: ପିଲାମାନେ ସଂକ୍ରମିତ ହେବା ପାଇଁ ପରିବାର ଲୋକଙ୍କୁ ଦାୟୀ କଲେ ଓଡ଼ିଶା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ମହାପାତ୍ର କହିଛନ୍ତି ଯେ ପିଲାଙ୍କୁ ଥଣ୍ଡା, କାସ କିମ୍ବା ଜ୍ୱର ଥିଲେ ଅଭିଭାବକ ମାନେ ଜଣାଇବା ଦରକାର। ନ ଜଣାଇଲେ ପରିସ୍ଥିତି ଭୟଙ୍କର ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ। ତୃତୀୟ ଲହର ପାଇଁ ଅକ୍ସିଜେନ ମହଜୁଦ ଅଛି ବୋଲି ସେ ସୂଚନା ଦେଇଛନ୍ତି।
powered by social2s

