ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ର 'ମା ଙ୍କ ଆମର ଗାଥା" ଉନ୍ମୋଚିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଶହୀଦନଗର ଠାରେ ଅବସ୍ଥିତ ସିଜଲର ଷ୍ଟୁଡିଓ ରେ ସର୍ଵ ଭାରତୀୟ ପ୍ରଚାର ଓ ପ୍ରସାର ନିମନ୍ତେ "ମା ଙ୍କ  ଅମର ଗାଥା "ହିନ୍ଦୀ ଓ ଓଡ଼ିଆ ଭାଷାରେ ୟୁଟୁବ ଓ  ଅନ୍ୟାନ୍ୟ  ମିଡ଼ିଆ ରେ  ଉନ୍ମୋଚିତ ହୋଇ ଯାଇଛି, ମା ଙ୍କ ମହିମା ଦେଶରେ ମା ଙ୍କୁ ଭଲ ପାଉଥିବା ଭକ୍ତଙ୍କ ଘରେ ଘରେ ପହଞ୍ଚାଇବ।

ଏହାର ମୁଖ୍ୟ ଉଦ୍ଦେଶ୍ୟ, ମା ଙ୍କ ପ୍ରଚାର ପ୍ରସାର ପାଈଁ ବିଶେଷ କିଛି କରା ଯାଇ ନ ଥିବାରୁ ଟ୍ରଷ୍ଟ ତରଫରୁ ସର୍ବ ଭାରତୀୟ ସ୍ତରରେ ଚେଷ୍ଟା କରାଯିବ।


ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର, ଶ୍ରୀ ମଧୂମାଧବ ଜେନା, ପଣ୍ଡିତ କାଶୀନାଥ ମିଶ୍ର ସଭାପତି ଶ୍ରୀ ନାରାୟଣ ମହାପାତ୍ର, ଉପ ସଭାପତି ଶ୍ରୀ ଲଲିତ ମୋହନ ପଣ୍ଡା, ସମ୍ପାଦକ ଶ୍ରୀ ଉମାନାଥ ମିଶ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ମଳୟ ରଞ୍ଜନ ମହାପାତ୍ର, ଶ୍ରୀ ରଞ୍ଜନ ସାମଲ, ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀନିବାସ ରାଓ, ହେମନ୍ତ କୁମାର ମଲିଆ, ଆଦର୍ଶ ପଟ୍ଟନାୟକ, ବିଜୟଖୁଣ୍ଟିଆ,ରାହୁଲ ପଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

powered by social2s