Warning: getimagesize(/home/odiaray/public_html/images/IMG-20210908-WA0005.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

କେନ୍ଦ୍ରାପଡ଼ାରେ ବିରଳ କଇଁଛ ଉଦ୍ଧାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜୟକୁଣ୍ଡା ଅଞ୍ଚଳରେ ଏକ ବିରଳ କଇଁଛ ଉଦ୍ଧାର ହୋଇଛି।

କଇଁଛର ଉପର ଭାଗରେ ପ୍ରଭୁ ଜଗନ୍ନାଥଙ୍କ ଆଖି ଥିବା ଭଳି ଦେଖା ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।

ଗତକାଲି ରାତିରେ ଜୟକୁଣ୍ଡା ଗାଁର କୈଳାସ ପାଲ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ତାଙ୍କ ଜାଲରେ କଇଁଛଟି ପଡ଼ି ଯାଇଥିଲା।

powered by social2s