କଟକ: କୋଭିଡ ମୃତ୍ୟୁକୁ ନେଇ ଓଡ଼ିଶା ସରକାରଙ୍କ ବିସ୍ତ୍ରୁତ ରିପୋର୍ଟ ମାଗିଲେ ହାଇକୋର୍ଟ। କେଉଁ ସମୟରେ ହୋଇଛି ମୃତ୍ୟୁ ଓ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେଉନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଯଥେଷ୍ଟ ନୁହେଁ ବୋଲି କହିଲେ ହାଇକୋର୍ଟ। ଅକ୍ଟୋବର ୭ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।
powered by social2s

