ଭୁବନେଶ୍ୱର: ଆଜି ସରିଲା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ।
ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ।
ଗତ ୧ ତାରିଖରେ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ।
ତେବେ ବିଧାନସଭାରେ ସଂକଳ୍ପ ଆଗତ କଲେ ରାଜ୍ୟ ସରକାର।
ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ କୁ ବୃଦ୍ଧି ନେଇ ସଂକଳ୍ପ।
ଏହା ବ୍ୟତୀତ ବିଧାନସଭାରେ ଉପସ୍ଥିତ ହେଲା ସିଏଜି ରେପୋର୍ଟ। ଉଚ୍ଚଶିକ୍ଷା ଫଳାଫଳ ଓ ଆର୍ଥିକ କ୍ଷେତ୍ର ସମ୍ପର୍କିତ ସିଏଜି ରେପୀର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ।
powered by social2s

