ପ୍ରକାଶ ପାଇଲା ପ୍ଲସ ୩ କଟ ଅଫ ମାର୍କ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ପ୍ରକାଶ ପାଇଲା +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ। ସୂଚନା ଅନୁଯାୟୀ ଭୂଗୋଳ BJB college କଟଅଫ ମାର୍କ ୯୫.୨୦% ପଦାର୍ଥ ବିଜ୍ଞାନ BJB college କଟଅଫ ମାର୍କ ୯୬.୪୦% ପ୍ରାଣୀ ବିଜ୍ଞାନ BJB college କଟଅଫ ମାର୍କ ୯୬.୪୦% ବାଣିଜ୍ୟ BJB college କଟଅଫ ମାର୍କ ୯୨%। ପ୍ଲସ ୩ ନାମଲେଖା ପାଇଁ ଆବେଦନ କରିଥିଲେ ୨ ଲକ୍ଷ ୪୪ ହଜାର ୨୫୨ ପିଲା। ପ୍ଲସ ୩ ନାମଲେଖା ପାଇଁ ୨ ଲକ୍ଷ ୪୯ ହଜାର ୫୩୯ ସିଟ ଉପଲବ୍ଧ ଅଛି। ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ଲକ୍ଷ ୬୮ ହଜାର ୫୩୭ ଜଣ ମନୋନୀତ। କଳାରେ ୧ ଲକ୍ଷ ୪୮ହଜାର ୩୪୯ ପିଲା ଆବେଦନ କରିଛନ୍ତି।

powered by social2s