କୁଚିଣ୍ଡା: ଭୁଶୁଡ଼ିଲା ବ୍ରିଟିଶ ଅମଳର ପୁରୁଣା ଝୁଲେନ୍ ପୋଲ। ସମ୍ବଲପୁର ଜିଲ୍ଲା ଦେଇ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଝୁଲେନ୍ ନିକଟରେ ଥିବା ପୋଲ ଭୁଶୁଡ଼ିଥିବା ଜଣାପଡ଼ିଛି। ପୋଲ ଭୁଶୁଡ଼ି ଥିବାରୁ କୁଚିଣ୍ଡା ଓ ସମ୍ବଲପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହି ସମୟରେ ରାସ୍ତାରେ ଯାଉଥିବା ଏକ ଦମ୍ପର ଖସି ପଡ଼ିଛି। ପୋଲିସ ପହଁଚି ଡମ୍ପର କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
powered by social2s

