ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଶରଧାପୁର ଓ ଥୁଆପାଡ଼ି ଠାରେ ମୋ ପୋଷ୍ଟର ଠାବ ହୋଇଛି। ପୋଷ୍ଟର ଦ୍ୱାରା ମାଓବାଦୀ ମାନେ ନୂତନ ସିଆରପିଏଫ କ୍ୟାମ୍ପକୁ ବିରୋଧ କରିଛନ୍ତି। ବଂଶଧାରା ଘୁମୁସର ନାଗାବଳି ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି।
powered by social2s