ନାଳରେ ଭାସିଯାଇ ଚାଷୀଙ୍କ ମୃତ୍ୟୁ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନୂଆଗଡ଼ ପଞ୍ଚାୟତ ମୋରମରସିଂ ଗାଁରେ ଏକ ନାଳରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟ ହୋଇଛି। 

ବିଲ ଦେଖିବାକୁ ନାଳ ଭିତରକୁ ଗଲେ ବେଳେ ସେ ସୁଅରେ ଭାସିଯାଇଥିବା କହିଲେ ସ୍ଥାନୀୟ ଲୋକେ।

 

ସେପଟେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ବର୍ଷା ପାଣି ପଶିଯିବାରୁ ରୋଗୀ ସେବା ବ୍ୟାହତ ହୋଇଛି। ରେଡିଓ ଅନକୋଲୋଜି ବିଭାଗରେ ଓ ଓପିଡି ରେ ଚାଲିପାରୁନି ରୋଗୀ ସେବା।

 

powered by social2s