ଗ୍ୟାସ ସିଲିଣ୍ଡର ଫାଟି ମା'-ପୁଅ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗତନଇ ଗାଁର ଗ୍ୟାସ ସିଲିଣ୍ଡର ଫାଟି ଜଣେ ମହିଳା ଓ ତାଙ୍କ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକ କହିବା ଅନୁଯାୟୀ, ଘରେ ରୋଷେଇ ଚାଲିଥିବା ବେଳେ ଫାଟିଥିଲା ଗ୍ୟାସ ସିଲିଣ୍ଡର। ମା' ଙ୍କୁ ବଞ୍ଚିବାକୁ ଯାଇ ପୁଅ ଗୁରୁତର ଆହତ ହୋଇଛନ୍ତି।

powered by social2s