କୁଏତ: ଭାରତୀୟ ପ୍ରବାସୀ ପରିଷଦ (ଓଡିଶା) ସଙ୍ଘ କୁଏତ ର ନବ ନିର୍ବାଚିତ ପ୍ରତିନିଧି ଦାଇତ୍ୱ ଗ୍ରହଣ କରିଛନ୍ତି | ଓଡ଼ିଆ ପ୍ରବାସୀ ଯୁବ ଭାଇ ଙ୍କ ନେତୃତ୍ୱ ରେ ସମସ୍ତ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ ପରିଚାଳିତ ହୋଇ ପାରିବ, ଏହା ଏକ ଲକ୍ଷ୍ୟ | ଶ୍ରୀଯୁକ୍ତ ଘନଶ୍ୟାମ ପଲାଇ - ସାସ୍କୃତିକ ସଚିବ, ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ -ସହ ସାସ୍କୃତିକ ସଚିବ, ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଜେନା - ଯୋଗାଯୋଗ ସଚିବ, ଶ୍ରୀଯୁକ୍ତ ଯଶୋବନ୍ତ ଲେଙ୍କା, ସହ ଯୋଗାଯୋଗ ସଚିବ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ୱାଇଁ ସହ ଯୋଗାଯୋଗ ସଚିବ ନିର୍ବାଚିତ ହୋଇ ଥିବାରୁ, ଭାରତୀୟ ପ୍ରବାସୀ ପରିଷଦ କେନ୍ଦ୍ରୀୟ କମିଟି ତରଫରୁ ନିଜର ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
powered by social2s

