ଭୁବନେଶ୍ୱର: ଓଡ଼ିଶାକୁ ମିଳିବ ପୋଷକ ଅନାଜ ଆୱାର୍ଡ। ଓଡ଼ିଶାକୁ ସର୍ବଶ୍ରେଷ୍ଠ ମିଲେଟ୍ ପ୍ରୋତ୍ସାହନ ରାଜ୍ୟ ପୁରସ୍କାର। କେନ୍ଦ୍ର କୃଷି ମନ୍ତ୍ରୀ ଓଡ଼ିଶାକୁ କରିବେ ପୁରସ୍କୃତ। ସେପ୍ଟେମ୍ବର ୧୭ ତାରିଖରେ ହାଇଦ୍ରାବାଦରେ ହେବ ପୁରସ୍କାର ଉତ୍ସବ। ରାଜ୍ୟ କୃଷି ବିଭାଗ ପକ୍ଷରୁ ଏକ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
powered by social2s

