ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା ୬୯ ଲକ୍ଷ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଥିବା ମଝିଘରିଆଣି ମନ୍ଦିର ହୁଣ୍ଡିରୁ ମିଳିଲା ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା। ହୁଣ୍ଡିରୁ ମିଳିଲା ୫୪ ଗ୍ରାମ ସୁନା ଓ ୫ କେଜି ୨୦୧ ଗ୍ରାମ ସୁନା। ଦୀର୍ଘ ୧୧ ମାସ ବ୍ୟବଧାନରେ ଖୋଲାଯାଇଥିଲା ହୁଣ୍ଡି। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରଖାଗଲା ସମସ୍ତ ଟଙ୍କା।

powered by social2s