ବରଗଡ଼ରେ ବୋଲେରୋ ଓଲଟି ୫ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବରଗଡ଼: ବରଗଡ଼ ଜିଲ୍ଲା ଘୁଲିପାଲି ଛକ ନିକଟରେ ଏକ ବୋଲେରୋ ଗାଡ଼ି ଓଲଟି ୫ ଜଣ ଗୁରୁତର ଓ ୮ ଜଣ ଆହତ ହୋଇଛନ୍ତି। ପୁରୀ ତୀର୍ଥ ସାରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ସମସ୍ତ ଗୁରୁତରଙ୍କୁ ବିର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ଯାତ୍ରୀ ଛତିଶଗଡ଼ ମହା ସମୁଣ୍ଡ ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

powered by social2s