ଏକାଧିକ କୋଭିଡ ମାମଲା ଚିହ୍ନଟ ପରେ ୫ ଦିନ ପାଇଁ ବନ୍ଦ ହେଲା ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜିଠୁ ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସ । ପାଞ୍ଚ ଜଣ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ। ବନ୍ଦ ସମୟରେ ଦୁଇ ଅଫିସକୁ ସାନିଟାଇଜ କରାଯିବ। ପଜିଟିଭ ଚିହ୍ନଟ ହେବା ବ୍ୟକ୍ତି ସଙ୍ଗରୋଧରେ ରହିବେ। ଅସାନ୍ତା ୨୦ ତାରିଖରେ ଉଭୟ ଅଫିସର ସବୁ କର୍ମଚାରୀଙ୍କ ହେବ RT-PCR ଟେଷ୍ଟ।

powered by social2s