ଭୁବନେଶ୍ୱର AIIMS ରେ ECMO ଚିକିତ୍ସା ସଫଳ, ସୁସ୍ଥ ହେଲେ ୨୨ ମାସର ଶୁଶୁ ଭୁବନେଶ୍ୱର: ECMO ଚିକିତ୍ସାରେ ଭାରତର ପ୍ରଥମ ସର୍ବକନିଷ୍ଠ ଶୁଶୁ ଭାବେ ସୁସ୍ଥ ହେଲେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଜଣେ ୨୨ ମାସର ଶିଶୁ। ଗତ ଜୁନ ମାସରେ ପରିବାର ଲୋକଙ୍କ ସହ ଭୁବନେଶ୍ୱର AIIMS ରେ ଭର୍ତ୍ତି ହୋଇଥିଲେ ଏହି ଶିଶୁ। ଜୁଲାଇରେ ପରିବାରର ଅନ୍ୟ ସଦସ୍ୟ ସୁସ୍ଥ ହୋଇଥିଲେ ବି ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଅମ୍ଳଜାନ ସ୍ତର କମୁଥିବାରୁ ଶିଶୁଙ୍କୁ ECMO ଚିକିତ୍ସା କରାଯାଇଥିଲା।
powered by social2s

