ଭୁବନେଶ୍ୱର: ଚଳିତ ମାସ ଶେଷ ସୁଦ୍ଧା ଏକାଧିକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅସାନ୍ତା ୧୦ ଦିନ ମଧ୍ୟରେ ଓଡ଼ିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ। କିଛି ଦିନ ଭିତରେ ଦୁଇଟି ଲଘୁଚାପ କେନ୍ଦ୍ରୀଭୂତ ହେବ। ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଇଛନ୍ତି ଦୁଇଟି ଘୁର୍ଣ୍ଣିବଳୟ। ସେପ୍ଟେମ୍ବର ୨୩ ତାରିଖରେ ମିଆଁମାର ଉପକୂଳରେ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ରହିଛି।
powered by social2s

