ଧର୍ମପଦ ସଂଗଠନ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମିରେ ସଫେଇ କାର୍ଯ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଣାର୍କ: ଧର୍ମପଦ ସଂଗଠନ ପକ୍ଷରୁ ଚଦ୍ରଭାଗା ବେଳାଭୂମିରେ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଲୋକମାନଙ୍କୁ ବେଳାଭୂମି ସୁରକ୍ଷା ଆମର ଦାୟିତ୍ବ ବୋଲି ସଙ୍ଗଠନ ର ସଦସ୍ୟ ମାନେ ସଚେତନ କରାଇଛନ୍ତି। କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ସୌଭାଗ୍ୟ ସ୍ବାଇଁ, ଅନିଲ ସ୍ୱାଇଁ, ବିଶାଲ ନାୟକ, ରାଜେଶ ସାହୁ ଓ ବଳରାମ ପାତ୍ର ପରିଚାଳନା କରିଥିଲ। ସମୁଦ୍ରକୂଳରେ ଆଳିଆ ଆବର୍ଜନା ନ ପକାଇବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

powered by social2s