ଓଡିଶା ର ୧୨ ଟି ସ୍ଥାନ ର ତାପମାତ୍ରା ୧୫ ଡିଗ୍ରୀ ତଳେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର (୨୪/୧୧/୨ଠ୨ଠ): ଓଡିଶା ର ୧୨  ଟି ସ୍ଥାନ ର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି l

ଦାରିଂବାଡ଼ି ରେ ସର୍ବନିମ୍ନ ତାପମାତ୍ରା ୯ ଡ଼ିଗ୍ରୀ  ରେକର୍ଡ କରାଯାଇଛି  l
ଫୁଲବାଣୀ ରେ ୧୧,  ସୋନପୁର ରେ ୧୧.୪, ଅନୁଗୁଳ ରେ ୧୧.୬, ବାରିପଦା ରେ ୧୨, କେଉଁଝର ରେ ୧୨.୪, ତାଳଚେର ରେ ୧୨. ୫, ଭବାନୀପାଟଣା ରେ ୧୩.୬, ଝାରସୁଗୁଡା ରେ ୧୩. ୮ ଏବଂ କୋରାପୁଟ ରେ ୧୪ ଡ଼ିଗ୍ରୀ  ତାପମାତ୍ରା ରହିଛି l
ସେହିପରି ଟ୍ୱିନ ସିଟି ଭୁବନେଶ୍ୱର ରେ ୧୬ ଡ଼ିଗ୍ରୀ ଏବଂ କଟକ ରେ ୧୪.୫  ଡ଼ିଗ୍ରୀ  ତାପମାତ୍ରା ରହିଛି l

powered by social2s