ଆଜି ବିଧାନ ସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ l

Vary hunting rough pointing electronics tangible torn

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର (୨୪/୧୧/୨ଠ୨ଠ):  ମଙ୍ଗଳବାର ଦିନ ବିଧାନ ସଭା ଆଗରେ ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l

ସୂଚନା ଅନୁଯାୟୀ  ନୟାଗଡ ର ଏକ ଦମ୍ପତି ନିଜ ଦେହ ରେ ଡ଼ିସେଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l
ପୋଲିସ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି l
ସେମାନେ କହିଛନ୍ତି ତାଙ୍କ ଝିଅ ର ଅପହରଣ ଓ ହତ୍ୟା ମାମଲାରେ  ବାବୁଲି ନାୟକ ଙ୍କୁ ପୋଲିସ ଗିରଫ ନ କରିବାରୁ ସେମାନେ ଏହିପରି  ପଦକ୍ଷେପ ନେଇଛନ୍ତି l

powered by social2s